Cricket

ଭାରତର ବିସ୍ଫୋରକ ବ୍ୟାଟିଂ : ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ମ୍ୟାଚରେ ଟିମ ଭାରତର ଦମଦାର ବ୍ୟାଟିଙ୍ଗ ଦେଖିବାକୁ ମିଳିଥିଲା । ଏହି ମ୍ୟଚରେ ଶୁଭମନ ଗିଲ ୯୨ ଓ ବିରାଟ କୋହଲି ୮୮ ରନ କରିଥିବା ବେଳେ ଶ୍ରେୟାସ ଆୟର ୮୨ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ କରିପାରିଛି । ସେହିପରି ରବିନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ଆଜଦି ରୋହିତ ଶର୍ମାଙ୍କ ବ୍ୟାଟ ଫେଲ ମାରିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

Related posts

ପ୍ଲେ ଅଫ୍‌ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବ

ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଦ୍ୱିତୀୟ ଦିନ

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

Leave a Comment