Cricket

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

ମୁମ୍ବାଇ: ରିଚା ‌‌ଘୋଷଙ୍କ ଚର୍ଚ୍ଚା ଏବେ‌ ଜୋର ଧରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୨୧ ରନ୍‌ କରିଥିଲା ବେଳେ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ଶତକଠୁ ୪ ରନ୍‌ ଦୂରରେ ରହିଯାଇଥିଲେ। ରିଚା ଯେବେଠାରୁ ଭାରତୀୟ ଦଳରେ ଖେଳିଆସୁଛନ୍ତି, ସେ ଜଣେ ପାୱାର ହିଟର ଭାବେ ପରିଚିତ ଅଛନ୍ତି। ବଡ ହିଟ୍‌ ସହ ଲମ୍ବା ପାଳି ଖେଳିବାର ଦକ୍ଷତା ତାଙ୍କ ପାଖରେ ଅଛି। କିନ୍ତୁ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆରେ ୩ ନମ୍ବର ସ୍ଥାନ ହିଁ ତାଙ୍କ ପାଇଁ ସବୁଠୁ ଉପଯୁକ୍ତ ପ୍ରମାଣିତ ହେଉଛି। ତାଙ୍କର ବିଗତ ୧୮ ପାଳି ମଧ୍ୟରେ ୫ ନମ୍ବର କିମ୍ବା ଏହାଠୁ ତଳେ ୧୫ ଥର ବ୍ୟାଟିଂ କରିଛନ୍ତି। ୪ ନମ୍ବର ସ୍ଥାନରେ ଥରେ ଆସିଥିଲା ବେଳେ ଖାତା ଖୋଲିପାରି ନଥିଲେ। କିନ୍ତୁ ଏବେ ପ୍ରଥମ ଥର ପାଇଁ ତାଙ୍କୁ ଉପରେ ଖେଳିବାକୁ ସୁଯୋଗ ଦିଆଯାଇଛି।

ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୪ ହଜାର ଶ୍ରମିକ ନିୟୋଜିତ ହୋଇଛନ୍ତି । ଇଣ୍ଟରଲକିଂ ସାହାଯ୍ୟରେ ପଥର ଉପରକୁ ପଥର ଯୋଡାଯାଉଛି । ଏଥିରେ ତମ୍ବା ତାର ମୁଖ୍ୟତଃ ବ୍ୟବହାର କରାଯାଉଛି । ଖାସ୍‌ କଥା ହେଉଛି ମନ୍ଦିରରେ ଆଦୌ ବି ଲୁହାର ବ୍ୟବହାର କରାଯାଇନି । ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ମନ୍ଦିରରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ ହେବ ।

ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରରେ ୨୫ହଜାର ତୀର୍ଥଯାତ୍ରୀ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀକୁ ରଖିପାରିବେ । ମନ୍ଦିରରେ ୧୦୦ଟି ଟଏଲେଟ୍-ବାଥରୁମ୍ ଏବଂ ଖୋଲା ଟ୍ୟାପ୍ର ସୁବିଧା ରହିବ । ୩୩ କିଲୋୱାଟ ବିଦ୍ୟୁତ୍ ଯୋଗାଣ ପାଇଁ ମନ୍ଦିର ପରିସରରେ ଏକ ପୃଥକ ବିଦ୍ୟୁତ୍ କେନ୍ଦ୍ର ରହିବ । ତେବେ ଅପରିସ୍କାରରୁ ମନ୍ଦିରକୁ ମୁକ୍ତ ରଖିବା ପାଇଁ ମନ୍ଦିର ନିକଟରେ କୌଣସି ଖାଦ୍ୟ ସାମଗ୍ରୀ ଦୋକାନ ରହିବନି ।

Related posts

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି

ମଜବୁତ ସ୍ଥିତିରେ ଭାରତ

Odisha Sports Bureau

ଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମ