Uncategorized

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ

ଭୁବନେଶ୍ୱର: ବଦଳିଲା କ୍ରୀଡା ପୁରସ୍କାର ନାଁ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ । ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଥିଲା । କ୍ରୀଡା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡାବିତ, କୋଚ , ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ସମ୍ମାନ ।
ସୂଚନା ଅନୁଯାୟୀ , ଦୀର୍ଘ ବର୍ଷର ରାଜ୍ୟରେ ଆସିଛି ବିଜେପି ସରକାର । ତେଣୁ ଏହାରି ଭିତରେ ବିଭିନ୍ନ ସରକାରୀ ସ୍ତରାର ବି ନାମ ପରିବର୍ତ୍ତନ ହେଉଛି । ସେହିପରି ଦିଆଯାଉଥିବା କ୍ରୀଡା ପୁରସ୍କାର ନା ବି ପରିବର୍ତ୍ତନ ହୋଇଛି ।

Related posts

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

Odisha Sports Bureau

ନୀରଜ ଚୋପ୍ରାଙ୍କ ସହ ତ୍ରିରଙ୍ଗା ପତାକା ତଳେ ନଜର ଆସିଲେ ପାକିସ୍ତାନର ଅର୍ଶଦ ନଦୀମ

Odisha Sports Bureau