Hockey

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ଫାଇନାଲରେ ଭାରତୀୟ ହକି ଟିମ୍‌ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ ଫାଇନାଲରେ ଚୀନକୁ ସାମ୍ନା କରିବ । ସେପଟେ ଚୀନ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ । ଭାରତୀୟ ଟିମ୍‌ର ଖେଳାଳି ପ୍ରଥମ କ୍ୱାର୍ଟରରେ ଆକ୍ରାତ୍ମକ ଖେଳ ଖେଳି ଗୋଲ୍‌ କରିଛି । ପ୍ରଥମ କ୍ୱାର୍ଟରରେ ଉତ୍ତମ ସିଂ ଗୋଲ୍‌ କରିଥିଲେ । ସେ ଗୋଲ୍‌ କରି ଭାରତକୁ ୧-୦ରେ ଆଗୁଆ ରହିଥିଲେ ।

Related posts

ବିଜୟ ଲକ୍ଷ୍ୟରେ ହରମନପ୍ରୀତ ବାହିନୀ

Odisha Sports Bureau

ୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତି

Odisha Sports Bureau

ସଫଳତା ଶ୍ରେଷ୍ଠରେ ଦୁଇ ନାୟକ…

Odisha Sports Bureau