Cricket

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

ନୂଆଦିଲ୍ଲୀ:ଆଇପିଏଲର ପରବର୍ତ୍ତି ତିନି ସିଜିନ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ୨୦୨୫ ଆଇପିଏଲ ସିଜନ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ । ସେହିପରି ୨୦୨୬ରେ ମାର୍ଚ୍ଚ ୧୫ରୁ ମେ ୩୧ ଓ ୨୦୨୭ରେ ମର୍ଚ୍ଚ ୧୪ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ ଅନୁଷ୍ଠିତ ହେବ ।
ପ୍ରାଞ୍ଚାଇଜଗୁଡିକୁ ବିସିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗବସତଃ ତିନିସିଆଇ ଏହି ତାରିଖଗୁଡିକ ବିଷୟରେ ଅବଗତ କରିଛି । ସଂଯୋଗସତଃ ତିନିଟିଯାକ ଫାଇନାଲ ରବିବାରରେ ପଡୁଛି ।
ସୂଚନା ଅନୁଯାୟୀ, ରବିବାର ଠାରୁ ଦୁଇ ଦିନ ଧରି ସାଉଦି ଆରବର ଜେଦାଠାରେ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବ । ଏହି ନିଲାମରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର , ଭାରତୀୟ ବଂଶୋଭବ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ମୁମ୍ବାଇ ୱିକେଟରକ୍ଷକ ବ୍ୟାଟର ହାର୍ଦିକ ତାମୋରଙ୍କୁ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛନ୍ତି ।

Related posts

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau

ଅଧିନାୟକତ୍ୱ ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ! ରିପୋର୍ଟରେ ବଡ ଖୁଲାସା

Odisha Sports Bureau

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

Odisha Sports Bureau