Cricket

ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ; ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର । କାରଣ କେନିଙ୍ଗଟନ୍ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହୋଇଛି । ଯାହାଫଳରେ ଅତ୍ୟନ୍ତ ଖୁସି ହୋଇଛନ୍ତି ବ୍ୟାଟସମ୍ୟାନ୍ ତଥା ଅଧିନାୟକ ସୁନୀଲ ଗାଭାସ୍କାର । ଇଂଲଣ୍ଡ ମାଟିରେ ବିଜୟ ଉତ୍ସବ ପାଳନ ବେଳେ ଗାଭାସ୍କର କହିଛନ୍ତି, ମେରେ ଦେଶ କି ଧରତୀ ସୋନା ଉଗଲେ , ଉଗଲେ ହିରେ ମୋତି, ମେରେ ଦେଶ କି ଧରତୀ..

ଗୀତ ଗାଇ ଉତ୍ସବ ପାଳନ କରିଛନ୍ତି । ଓଭାଲରେ ଭାରତ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ମ୍ୟାଚ ଜିତିବା ମାତ୍ରେ ଗାଭାସ୍କର ଦେଶାତ୍ମବୋଧ ଗୀତ ଗାଇଥିଲେ । ଏହି ଖୁସିର ମୁହୂର୍ତ୍ତର ଦୃଶ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେପଟେ ସିରାଜ ଶେଷ ୱିକେଟ ନେବା ମାତ୍ରେ ପୂର୍ବତନ ଅଧିନାୟକ କହିବାକୁ ଆରମ୍ଭ କରିଥିଲେ, ଏମୋର “ଲକି ଜ୍ୟାକେଟ”…’ଲକି ଜ୍ୟାକେଟ’ ।

Related posts

ପରବର୍ତ୍ତୀ ଅଧିନାୟକ ଲାଗି ଅଷ୍ଟ୍ରେଲିଆ ଚିନ୍ତାକରୁ : ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ

Odisha Sports Bureau

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ପଡିଆରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଲେ ହାର୍ଦ୍ଦିକ; ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିଲା ହାଡୱାର୍କ