Cricket

ଚର୍ଚ୍ଚାରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା । ସୟଦ ମୁସ୍ତାକ ଅଲୀ ଟ୍ରଫି (SMAT)ରେ ଇତିହାସ ରଚିଛନ୍ତି ବୈଭବ । ଭାରତର ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବୈଭବ ତାଙ୍କ ବ୍ୟାଟର କମାଲ ଦେଖାଇଛନ୍ତି। ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ ବୈଭବ, ମହାରାଷ୍ଟ୍ର ବିପକ୍ଷରେ ୬୧ ବଲରେ, ୧୦୮ ରନ ସଂଗ୍ରହ କରିଛନ୍ତି ।  ବିସ୍ଫୋରକ ବ୍ୟାଟିଂକରି ଅପରାଜିତର ଇନିଂସ ଖେଳିଛନ୍ତି ।

Related posts

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau

ସମସ୍ତ ୱିକେଟ୍ ପୋଛିନେଲେ ଶ୍ରୀଲଙ୍କାର ବୋଲର ପୁଷ୍ପ କୁମାରା

Odisha Sports Bureau

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

Odisha Sports Bureau