Cricket

୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍

ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର କରିଛନ୍ତି । ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା । ସେ ଡିସେମ୍ବର 31, 2025 ରାତିରେ ତାଙ୍କର ପ୍ରଥମ ପୋଷ୍ଟ କରିଥିଲେ। ତା’ପରେ ସେ ଜାନୁଆରୀ 1 ରେ 2026 ବର୍ଷର ତାଙ୍କର ପ୍ରଥମ ପୋଷ୍ଟ କରିଥିଲେ । ପୋଷ୍ଟଟି ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ 6.6 ମିଲିୟନ ଲାଇକ୍ ପାଇଥିବା ବେଳେ, 13.3 ମିଲିୟନ କମେଣ୍ଟ ପାଇଛି। ଯାହା କୋହଲିଙ୍କ ଲୋକପ୍ରିୟତାକୁ ପ୍ରକାଶ କରୁଛି।

Related posts

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

Odisha Sports Bureau

୨୦ କିଲୋ ଓଜନ କମାଇଲେ ଟିମ୍‌ରେ ନେବି

Odisha Sports Bureau

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau