Cricket

ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ

ବାଂଲାଦେଶ କ୍ରିକେଟ୍ ବୋର୍ଡ ଶୁକ୍ରବାର ଘୋଷଣା କରିଛି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତକୁ ଆତିଥ୍ୟ ଦେବ । କିନ୍ତୁ ସ୍ଥିର ସରକାର ନଥିବା ପରିସ୍ଥିତରେ ବିସିସିଆଇ ବାଂଲାଦେଶ ଯାତ୍ରା କରିବାକୁ ରାଜି ହେବ କି ନାହିଁ ତାହା ସ୍ପଷ୍ଟ ନୁହେଁ । ବାଂଲାଦେଶ କ୍ରିକେଟ୍ ବୋର୍ଡ ଅନୁଯାୟୀ, ତିନୋଟି ଦିନିକିଆ ସିରିଜ୍ ସେପ୍ଟେମ୍ବର ୧, ୩ ଏବଂ ୬ରେ ଖେଳାଯିବ ଏବଂ ସେପ୍ଟେମ୍ବର ୯, ୧୨ ଏବଂ ୧୩ରେ ଟି-୨୦ ସିରିଜ୍ ଖେଳାଯିବ । ତେବେ ନୂଆ ସିଡ୍ୟୁଲ୍ ଅନୁସାରେ ଭାରତୀୟ ଦଳ ଅଗଷ୍ଟ ୨୮ରେ ବାଂଲାଦେଶରେ ପହଞ୍ଚିବ ।

India's white-ball tour of Bangladesh deferred to September 2026 |  Yardbarker

ଭାରତର ଏହି ଗସ୍ତ ୨୦୨୫ ଅଗଷ୍ଟ-ସେପ୍ଟେମ୍ବର ମାସରେ ହେବାକୁ ଥିଲେ ବି ସେଠାକାର ରାଜନୈତିକ ପରିସ୍ଥିତି ଓ ସୁରକ୍ଷା କାରଣକୁ  ଦୃଷ୍ଟିରେ ରଖି ତାହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ସେ ସମୟରେ ଦୁଇ ଦେଶର ବୋର୍ଡ ଏକ ବୟାନ ଜାରି କରି କହିଥିଲେ ଅନ୍ତର୍ଜାତୀୟ କ୍ରିକେଟ କମିଟମେଣ୍ଟ ଓ ସିଡ୍ୟୁଲିଂ ସୁବିଧା ପାଇଁ ସିରିଜକୁ ଘୁଞ୍ଚାଯାଉଛି ।

Indian team to tour Bangladesh in August - Tarun Bharat

Related posts

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

Odisha Sports Bureau

ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଘୋଷଣା କଲା ଟିମ

ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା

Odisha Sports Bureau