Cricket

ଆଜି ମୁମ୍ବାଇ ଓ କୋଲକତା

ଚଳିତ ସିଜିନ IPLର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ଏବଂ ସନ୍ଧ୍ୟା ୭ ଟାରେ ଟସ୍ ପଡିବ। ପୂର୍ବରୁ ଗଓ ପାଞ୍ଚ ଥର ଚାମ୍ପିଅନ୍ ହୋଇସାରିଛି । ଗତ ସିଜିନରେ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିଭଳି କକଜ ମଧ୍ୟ, ୩ ଥର ଟାଇଟଲ ଜିତିଛି । କିନ୍ତୁ ଗତ ସିଜିନ୍ ରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲା।

Related posts

ଟି ୧୦ ଟୁର୍ଣ୍ଣାମେଣ୍ଟରେ ଖେଳିପାରନ୍ତି ଯୁବରାଜ

Odisha Sports Bureau

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

କ୍ରିକେଟର ବୁମରାଙ୍କୁ ଫୁଟବଲର କହି ଟ୍ରୋଲ ହେଲେ ରାମଚରଣ…