Cricket

ରେକର୍ଡ କଲେ ବିରାଟ କୋହଲି

ଆଇପିଏଲରେ ୯,୦୦୦ ରନ ପୂରଣ କରିବାରେ, କୋହଲି ପ୍ରଥମ ବ୍ୟାଟସମ୍ୟାନ୍ । ଆଇପିଏଲ ୨୦୨୬ର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସକୁ ନଅ ୱିକେଟରେ ପରାସ୍ତ କରିଛି। ଗତକାଲି ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ, ଦିଲ୍ଲୀର ବ୍ୟାଟିଂ ବିଫଳ ହୋଇଥିଲା। ଦଳ ସର୍ବନିମ୍ନ ପାୱାରପ୍ଲେ ସ୍କୋର କରିଥିଲା। ଦିଲ୍ଲୀର ଇନିଂସ ୭୫ ରନରେ ପତନ ହୋଇଥିଲା। ଜବାବରେ ବାଙ୍ଗାଲୋର ୮୧ ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ୨୩ ରନରେ ଅପରାଜିତ ରହିଥିବା ବିରାଟ କୋହଲି ଆଇପିଏଲ ଇତିହାସରେ ୯,୦୦୦ ରନ ପୂରଣ କରିବାରେ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଥିଲେ।

Related posts

ଏପ୍ରିଲ ୧ରୁ ଆଇପିଏଲ

Odisha Sports Bureau

କାହିଁକି ୱାନ ଡେ ସିରିଜରୁ ବାଦ ପଡିଲେ ୫ ଷ୍ଟାର ପ୍ଲେୟାର?

Odisha Sports Bureau

ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

Odisha Sports Bureau