Cricket

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

(ଓଡିଶା ସ୍ପୋର୍ଟସ୍): ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ୫୯ ବର୍ଷ ବୟସରେ ଗୁରୁବାର ହୃଦଘାତରେ ମୃତ୍ୟୁ ହୋଇଛି। ଜୋନ୍ସ ଅଷ୍ଟ୍ରେଲିଆର ସର୍ବୋତ୍ତମ କ୍ରିକେଟର ତଥା ରେଡ ଫିଲ୍ଡର ଭାବେ ପରିଚିତ ଥିଲେ । ଜୋନ୍ସ ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍) ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ ୭ ତାରକା ହୋଟେଲରେ ରହୁଥିଲେ।

ସେ ତାଙ୍କ ଅର୍ନ୍ତଜାତୀୟ କ୍ୟାରିଅରରେ ୫୨ ଟି ଟେଷ୍ଟ ଓ ୧୬୪ ଟି ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରଲିଆକୁ ପ୍ରତିନିଧିତ୍ୱ କରିଥିଲେ । ଟେଷ୍ଟରେ ଜୋନ୍ସ ସର୍ବାଧିକ ୨୧୬ ରନ୍ କରିଥିଲେ। ୧୯୮୬ ମସିହାରେ ଭାରତ ବିରୋଧରେ ସେ ଏହି ବିରାଟ ସ୍କୋର ହ।।ସଲ କରିଥିଲେ । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୧୪୫ ରନ୍ ।

Related posts

ରବିନ୍ଦ୍ର ଜାଡେଜା ନା କଣ ପାଇଁ ସାର ଜାଡେଜା

Odisha Sports Bureau

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ

Odisha Sports Bureau

ଆଇସିସିର ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର