Cricket

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

ଭାରତ ଦିନିକିଆ ବିଶ୍ୱକପ ପାଇଁ ଟିମ ଘୋଷଣା ହେବା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ୧୫ ଜଣିଆ ଟିମ ଘୋଷଣା କରିଛି । ଏହି ୧୫ ଜଣିଆ ଟିମରେ ପ୍ୟାଟ୍ କମିନ୍ସଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ ।ଚଳିତ ବିଶ୍ୱକପରେ ମୋଟ ୧୦ଟି ଦେଶ ଅଂଶଗ୍ରହଣ କରିବେ ।

ଅଷ୍ଟ୍ରେଲିଆ ଟିମ୍: ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଏଲେକ୍ସ କେରୀ, ଜୋଶ ଇଂଲିଶ, ସୀନ ଏବଟ, ଏଶଟନ ଏଗର, କ୍ୟାମରୁନ ଗ୍ରୀନ, ଜୋଶ ହେଜଲଉଡ, ଟ୍ରେବିସ ହେଡ, ମିଶେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଏଡମ ଜାମ୍ପା, ମିଚେଲ ଷ୍ଟାର୍କ ।

Related posts

ଟିମ୍ ଇଣ୍ଡିଆର 25 ବର୍ଷ: ବିଦେଶରେ ପ୍ରାଧାନ୍ୟ ବିସ୍ତାର କରିବାଠାରୁ ଆରମ୍ଭ କରି ICC ଟ୍ରଫି ପର୍ଯ୍ୟନ୍ତ, ଏହିପରି ସେମାନେ କ୍ରିକେଟରେ ରାଜ କରିଥିଲେ।

Odisha Sports Bureau

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନ

Odisha Sports Bureau

ପୂର୍ବତନ PAK କ୍ରିକେଟର ବିଷ ଓଗାଳିଲେ…

Odisha Sports Bureau