Football

ମୁହାଁମୁହିଁ ହେବେ ବ୍ରାଜିଲ ଆର୍ଜେଣ୍ଟିନା

ବ୍ରାସିଲିଆ (ଓଡିଶା ସ୍ପୋର୍ଟସ): ଶେଷ ହେଲା ଅପେକ୍ଷା । ଖୁବ ଶୀଘ୍ର କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଫୁଟବଲ ଜଗତର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ଏହି ଫାଇନାଲ । ମ୍ୟାଚରେ ଦୁଇ ଫୁଟବଲ ଷ୍ଟାର ଲିଓନେଲ ମେସି ଏବଂ ନୈମାରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।
ଗତକାଲି ଦ୍ୱିତୀୟ ସେମି ଫାଇନାଲରେ କଲମ୍ବିଆକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି ଆର୍ଜେଣ୍ଟିନା । ପେନାଲ୍ଟି ସୁଟଆଉଟ ୧-୧(୩-୨)ରେ କଲମ୍ବିଆକୁ ଚଖମା ଦେଇ ଫାଇନାଲରେ ଦଳ ପ୍ରବେଶ କରିଛି । ତେବେ ୨୯ ଥର ପାଇଁ ଆର୍ଜେଣ୍ଟନା ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

Related posts

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

Odisha Sports Bureau

ଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀ

Odisha Sports Bureau

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

Odisha Sports Bureau

Leave a Comment