Football

ମୁହାଁମୁହିଁ ହେବେ ବ୍ରାଜିଲ ଆର୍ଜେଣ୍ଟିନା

ବ୍ରାସିଲିଆ (ଓଡିଶା ସ୍ପୋର୍ଟସ): ଶେଷ ହେଲା ଅପେକ୍ଷା । ଖୁବ ଶୀଘ୍ର କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଫୁଟବଲ ଜଗତର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ଏହି ଫାଇନାଲ । ମ୍ୟାଚରେ ଦୁଇ ଫୁଟବଲ ଷ୍ଟାର ଲିଓନେଲ ମେସି ଏବଂ ନୈମାରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।
ଗତକାଲି ଦ୍ୱିତୀୟ ସେମି ଫାଇନାଲରେ କଲମ୍ବିଆକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି ଆର୍ଜେଣ୍ଟିନା । ପେନାଲ୍ଟି ସୁଟଆଉଟ ୧-୧(୩-୨)ରେ କଲମ୍ବିଆକୁ ଚଖମା ଦେଇ ଫାଇନାଲରେ ଦଳ ପ୍ରବେଶ କରିଛି । ତେବେ ୨୯ ଥର ପାଇଁ ଆର୍ଜେଣ୍ଟନା ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

Related posts

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

Odisha Sports Bureau

୫୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ସୌରଭ ଗାଙ୍ଗୁଲି

Odisha Sports Bureau

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Odisha Sports Bureau