ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍
(ଓଡିଶା ସ୍ପୋର୍ଟ): ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲ୍।ମାଲେସିଆ ମାଷ୍ଟରସ୍-୨୦୧୯’ର ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ରେ ହାରି ଯାଇଛନ୍ତି ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ସାଇନା ସ୍ପେନ୍ କାରୋଲିନା ମାରିନ୍ଙ୍କ...
