ହରମନପ୍ରିତ୍ ଧୁଆଁଧାର ଶତକ ସହିତ ରଚିଲେ ଇତିହାସ, ବିଶ୍ୱ କପ୍ ର ପ୍ରଥମ ମ୍ୟାଚରେ ଲଗାଇଲେ ରେକର୍ଡର ଝଡି
(ଓଡିଶା ସ୍ପୋର୍ଟ): ହରମନପ୍ରିତଙ୍କ ଧୁଆଁଧାର ଶତକରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଜୋରଦାର ପ୍ରଦର୍ଶନ ହୋଇଅଛି । ଭାରତ- ନ୍ୟୁଜଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱ କପ୍ ଉଦଘାଟନୀ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍...