Cricket୫୫୬ ରନ ସହ ୪ ୱିକେଟ ନେଲେ ଏହି ଖେଳାଳିOdisha Sports BureauOctober 31, 2018 by Odisha Sports BureauOctober 31, 201801446 ମାତ୍ର ୧୪ ବର୍ଷ ବୟସରେ ପ୍ରିୟାଂଶୁ ମୋଲିୟା ଶ୍ରୀ ଡିକେ ଗାଏକ୍ୱାଏଡ୍ ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟ୍ରେ ଅପରାଜିତ ୫୫୬ ରନ୍ କରି ଚର୍ଚ୍ଚାକୁ ଆସିଛନ୍ତି। ଭଦୋଦରା କ୍ରିକେଟ୍ ଷ୍ଟାଡିୟମ୍ରେ ଶେଷ ହୋଇଥିବା ଦୁଇ ଦିନିଆ କ୍ରିକେଟ୍...
Cricketଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆOdisha Sports BureauOctober 31, 2018 by Odisha Sports BureauOctober 31, 201801334 ଭାରତୀୟ ଟିମ୍ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ମ ତଥା ଶେଷ ଦିନିକିଆ ଖେଳିବ। ଏହି ମ୍ୟାଚ ଜିତି ଭାରତ ଶୃଙ୍ଖଳାକୁ ୩-୧ରେ ଶେଷ କରିବାକୁ ଲକ୍ଷ୍ୟ ରଖିବ। ଥିରୁବନନ୍ତପୁରମସ୍ଥିତ ୟୁନିଭରସିଟି ଷ୍ଟାଡିୟମରେ ଦିନିକିଆ ମୁକାବିଲା...
Cricketଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ – ସୌରଭ ଗାଙ୍ଗୁଲିOdisha Sports BureauOctober 31, 2018 by Odisha Sports BureauOctober 31, 201801345 ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ । ଦ୍ୱନ୍ଦ୍ୱରେ ରହି ବିସିସିଆଇ ନିଷ୍ପତ୍ତି ନେଉଛି । ସିଇଓଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ଦୁଇ ଜଣ ସଦସ୍ୟ ବିଶିଷ୍ଟ ପ୍ରଶାସନିକ ସମିତି (ସିଓଏ)ରେ...
Cricketଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀOdisha Sports BureauOctober 30, 2018 by Odisha Sports BureauOctober 30, 201801282 ନବାଗତ ବାମହାତୀ ଭାରତୀୟ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦଙ୍କୁ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଚେତାବନୀ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍ ସମୟରେ ଖଲିଲ୍...
Cricketବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ରୋହିତଙ୍କ ରେକର୍ଡ଼Odisha Sports BureauOctober 30, 2018 by Odisha Sports BureauOctober 30, 20180822 ସୋମବାର ଚତୁର୍ଥ ଦିନିକିଆରେ ଇତ୍ପିଜ୍କୁ ୨୨୪ ରନ୍ରେ ପରାସ୍ତ କରିଛି ଭାରତ । ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ଖେଳା ଯାଇଥିଲା । ଗତକାଲି ମ୍ୟାଚ୍ରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୬୨...
Cricket୪ର୍ଥ ଦିନିକିଆରେ ରେକର୍ଡ ଭାଙ୍ଗିଲେ ରୋହିତ-ଧୱାନ ଯୋଡିOdisha Sports BureauOctober 29, 2018 by Odisha Sports BureauOctober 29, 20180693 ଇଣ୍ଡିଜ୍ ବିପକ୍ଷ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ୍ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ-ଧୱନ ଯୋଡ଼ି ଭାରତର ଦ୍ୱିତୀୟ ସଫଳତମ ଓପନିଂ ଯୋଡ଼ି ହେବାର...
Cricketଟେଷ୍ଟ ଟିମ୍ରେ ରୋହିତଙ୍କୁ ସାମିଲ ନେଇ ଉଠିଲା ପ୍ରଶ୍ନ ……Odisha Sports BureauOctober 29, 2018 by Odisha Sports BureauOctober 29, 20180858 (ରିପୋର୍ଟସଟୁଡେ): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତ। ଏହି ଗସ୍ତ ବେଳେ ଭାରତ ଘରୋଇ ଟିମ୍ ସହିତ ତିନିଟି ଟି-ଟ୍ୱେଣ୍ଟି, ଚାରୋଟି ଟେଷ୍ଟ୍ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ଟି-ଟ୍ୱେଣ୍ଟି ଓ...
Cricketଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆOdisha Sports BureauOctober 29, 2018October 29, 2018 by Odisha Sports BureauOctober 29, 2018October 29, 20180591 ଭାରତ ଏବଂ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫୫ ଟିକିଆ ଟେଷ୍ଟ ସିରଜର ଚତୁର୍ଥ ମ୍ୟାଚ୍୍ ଆଜି ମୁମ୍ବାଇର ବ୍ରେରାନ୍ନ ଷ୍ଟାଡ଼ିୟମରେ ଖେଳାଯିବ । ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ...
Cricketଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତାOdisha Sports BureauOctober 27, 2018 by Odisha Sports BureauOctober 27, 20180765 (ରିପୋର୍ଟସଟୁଡେ): ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ...
Cricketଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆOdisha Sports BureauOctober 27, 2018 by Odisha Sports BureauOctober 27, 20180511 ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ । ୫ ଟିକିଆ ଦିନିକିଆ ସିରିଜ୍ରେ...