ପିତାଙ୍କ ଦେହାନ୍ତ ପରେ ରିଙ୍କୁ ସିଂହଙ୍କୁ ନେଇ ଚିନ୍ତା; ଶେଷକୃତ୍ୟ ପରେ ଦଳରେ ଯୋଗଦେବେ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଟି-୨୦ ବିଶ୍ୱକପ୍ ୨୦୨୬ ମଧ୍ୟରେ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛନ୍ତି। କ୍ୟାନ୍ସରରେ ପୀଡ଼ିତ ତାଙ୍କ ପିତାଙ୍କ ଦେହାନ୍ତ ଘଟିଥିବାରୁ ସେ ଶୁକ୍ରବାର ନିଜ...
