କାର୍ଲୋସ୍ ଅଲ୍କାରେଜ୍ଙ୍କୁ କ୍ୱାର୍ଟର ଫାଇନାଲ୍ରେ ହରାଇଲେ ବେନ୍ ଶେଲଟନ୍
ୟୁଏସ୍ ଓପନ୍ ୨୦୨୬ରେ ବଡ଼ ଓଲଟପାଲଟ। ଟେନିସ୍ ଦୁନିଆର ଚର୍ଚ୍ଚିତ ତାରକା କାର୍ଲୋସ୍ ଅଲ୍କାରେଜ୍ଙ୍କୁ କ୍ୱାର୍ଟର ଫାଇନାଲ୍ରେ ହରାଇ ଦେଇଛନ୍ତି ଆମେରିକୀୟ ଖେଳାଳି ବେନ୍ ଶେଲଟନ୍। ବିଶ୍ୱ ରାଙ୍କିଂରେ ୮ ନମ୍ବର ସ୍ଥାନରେ ଥିବା...
