Uncategorizedପାକିସ୍ତାନର ଆକ୍ରମଣକୁ ନିନ୍ଦାOdisha Sports BureauMarch 17, 2026 by Odisha Sports BureauMarch 17, 2026079 ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ...
Uncategorizedପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।Odisha Sports BureauFebruary 27, 2026 by Odisha Sports BureauFebruary 27, 20260113 ଆଉ ନାହାନ୍ତି କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖଚେନ୍ଦ୍ର ସିଂହ । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖାଚେନ୍ଦ୍ର ସିଂହ ଷ୍ଟେଜ...
Uncategorizedମ୍ୟାଚରେ ବାଧକ ସାଜିପାରେ ବର୍ଷାOdisha Sports BureauFebruary 13, 2026 by Odisha Sports BureauFebruary 13, 20260101 କଲମ୍ବୋରେ ବର୍ଷା ହେବା ନେଇ, ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଯାହାପରେ ଏବେ ୧୫ ଫେବ୍ରୁଆରୀରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା ବୋଲି...
Uncategorizedପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶOdisha Sports BureauFebruary 9, 2026 by Odisha Sports BureauFebruary 9, 2026086 ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ । ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ୧୫ ଫେବୃଆରୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ମ୍ୟାଚ୍ ପାଇଁ ପାକିସ୍ତାନ ପଡ଼ିଆକୁ...
Uncategorizedଅଧିନାୟକଙ୍କ ଦମଦାର୍ ପ୍ରଦର୍ଶନ, ବାକି ସବୁ ରହିଗଲେ ପଛରେ, ଆମେରିକା ଆଗରେ ୧୬୨ ଟାର୍ଗେଟ୍Odisha Sports BureauFebruary 7, 2026 by Odisha Sports BureauFebruary 7, 2026083 ମୁମ୍ବାଇ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ USA ଦଳର ବୋଲରମାନେ ଭାରତୀୟ ଦର୍ଶକଙ୍କୁ ହତବାକ୍ କରିଦେଇଛନ୍ତି। ବିସ୍ଫୋରକ ବ୍ୟାଟସମ୍ୟାନ୍ମାନଙ୍କୁ USA ବୋଲରଙ୍କ ସମ୍ମୁଖରେ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏକ ପରେ...
Cricket UncategorizedU-19 ବିଶ୍ଵକପରେ ଭାରତର ଦମଦାର ବିଜୟ, କୋଟି କୋଟି ଟଙ୍କାରେ ପୋତି ଦେଲା BCCIOdisha Sports BureauFebruary 7, 2026 by Odisha Sports BureauFebruary 7, 20260173 ନୂଆଦିଲ୍ଲୀ: ଅଣ୍ଡର-19 ICC ୱର୍ଲ୍ଡ କପ୍ 2026 ଜିତି ସମଗ୍ର ଦେଶକୁ ଗର୍ବିତ କରିଥିବା ଭାରତୀୟ ଦଳ ପାଇଁ BCCI ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅଣ୍ଡର-19...
Uncategorizedକାନସାସରେ ପୁରୁଷ ହାଇଜମ୍ପ ଟାଇଟଲ ଜିତିଲେ ତେଜସ୍ୱିନ ଶଙ୍କରOdisha Sports BureauFebruary 1, 2026 by Odisha Sports BureauFebruary 1, 2026084 ଭାରତର ତେଜସ୍ବିନ ଶଙ୍କର କାନ୍ସାସ୍ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । କାନସାସର ମାନହାଟନରେ ଅନୁଷ୍ଠିତ ଡେଲସ୍ ଡୋଡ୍ସ ଇନଭିଟେସନାଲ୍ ୨୦୨୬ ଆଥଲେଟିକ୍ସ ମିଟ୍ରେ ଭାରତର ତେଜସ୍ୱିନ ଶଙ୍କର ଅଲିମ୍ପିକ୍ ଏବଂ ବିଶ୍ୱ ଇଣ୍ଡୋର...
Uncategorizedଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ବଡ଼ ଝଟକାOdisha Sports BureauJanuary 29, 2026 by Odisha Sports BureauJanuary 29, 2026070 ମ୍ୟାଚ୍ ଫିକ୍ସିଂ ଅଭିଯୋଗ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆମେରିକୀୟ ବ୍ୟାଟସମ୍ୟାନ୍ ଆରୋନ୍ ଜୋନ୍ସଙ୍କ ପାଇଁ ଅସ୍ଥାୟୀ ନିଲମ୍ବନ ଜାରି କରିଛି । ବାର୍ବାଡସ୍ରେ ଆୟୋଜିତ ଏକ କ୍ରିକେଟ୍ ଲିଗ୍ ଅବସରରେ ଆରୋନ...
Uncategorizedମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟOdisha Sports BureauDecember 14, 2025December 14, 2025 by Odisha Sports BureauDecember 14, 2025December 14, 2025068 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟରେ ମହିଳା ବିଭାଗ ଚାମ୍ପିଅନ ମୟୂରଭଞ୍ଜ ଓ ପୁରୁଷ ବିଭାଗ ଚାମ୍ପିଅନ କୋଲକାତା । ବାରିପଦା ଠାରେ ଆୟୋଜିତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ...
Uncategorizedଭାରତର ବିଜୟ ପରେ ଭାବପ୍ରବଣ ହୋଇଗଲେ ସାରା ତେନ୍ଦୁଲକରOdisha Sports BureauNovember 3, 2025 by Odisha Sports BureauNovember 3, 2025067 ଭାରତୀୟ ମହିଳା କ୍ରିକେଟ୍ ଦଳ ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଛି। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରି ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏହି ଐତିହାସିକ ବିଜୟ...