Cricket

ଚର୍ଚ୍ଚାରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା । ସୟଦ ମୁସ୍ତାକ ଅଲୀ ଟ୍ରଫି (SMAT)ରେ ଇତିହାସ ରଚିଛନ୍ତି ବୈଭବ । ଭାରତର ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବୈଭବ ତାଙ୍କ ବ୍ୟାଟର କମାଲ ଦେଖାଇଛନ୍ତି। ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ ବୈଭବ, ମହାରାଷ୍ଟ୍ର ବିପକ୍ଷରେ ୬୧ ବଲରେ, ୧୦୮ ରନ ସଂଗ୍ରହ କରିଛନ୍ତି ।  ବିସ୍ଫୋରକ ବ୍ୟାଟିଂକରି ଅପରାଜିତର ଇନିଂସ ଖେଳିଛନ୍ତି ।

Related posts

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

Odisha Sports Bureau

ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦: ଚାମ୍ପିୟନ ହେଲା ଓଡ଼ିଶା

Odisha Sports Bureau

ହିନ୍ଦୀରେ ଟ୍ୱିଟ କରି ଫ୍ୟାନଙ୍କ ଦୃଦୟ ଜିତିଲେ କେଭିନ ପିଟରସେନ

Odisha Sports Bureau