Football

ସୁପର କପ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫସି ଖେଳାଳି

ଭୁବନେଶ୍ୱର: ସୁପର କପ ଜିତ ଏଫସିର ଏକ ଖେଳାଳୀ ଅମରିନ୍ଦ୍ର ସିଂ,ଶୁଭମ ସାରଙ୍ଗୀ ଙ୍କ ସହ ରାଜ ଅଥୱାଲ(ପ୍ରେସିଡେ),କାଲିଫୋର୍ଡ ରିମାଣ୍ଟ(ହେଡ କୋଚ), ଅଭିବ ଚାଟାର୍ଜୀ(କ୍ଲବ ଜେନେରାଲ), ଅମୃ ପାଟୋଜୋଶି ଓ ତାଙ୍କ ସହ କ୍ଲବ ସାଇକ୍ରେଟିସଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଓଡିଶା ୠଉ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ । ସେମାନଙ୍କର ସଫଳତା ହେଉଛି ସେମାନଙ୍କର ପ୍ରତିବଦ୍ଧତା ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାର ସଂକଳ୍ପ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦଳ ପାଇଁ ଅବଦାନ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଚନାଯୋଗ୍ୟ ଗତ ଏପ୍ରିଲ ୨୫ରେ କେରଳର କୋଝିକୋଡସ୍ଥିତ ଇଏମ୍ଏସ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମୁକାବିଲାରେ ଓଡ଼ିଶା ଏଫସି ୨-୧ ଗୋଲରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଏଫିସିକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

Related posts

କତର ବିପକ୍ଷରେ ଫିଫା କ୍ୱାଲିଫାୟାର

Odisha Sports Bureau

ଉପାନ୍ତ ଅଞ୍ଚଳରେ ଦୁର୍ଗା ପୂଜା ସହ ଫୁଟ ବଳ ଟୁର୍ନାମେଣ୍ଟ

Odisha Sports Bureau

କଳିଙ୍ଗ ଷ୍ଟାଡିଅମରେ ବ୍ରାଜିଲ –ଭାରତ ମୁହାଁମୁହିଁ

Odisha Sports Bureau