Cricket

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ପୂର୍ବରୁ ବିସିସିଆଇ ଶେୟର କରିଛି ଭାରତର ଦୁଇ ପ୍ରମୁଖ ଖେଳାଳୀଙ୍କ ଫଟୋ । ଅଧିନାୟକ ଶିଖର ଧୱନ ଏବଂ ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଜୋରଦାର ଲଢେଇ ହେଉଥିବାର ଏକ ଫଟୋ ଏବେ ଖୁବ ଭାଇରାଲ । ଖତରନାକ ଓପନର ଧୱନ ଏବଂ ସ୍ୱିଙ୍ଗର ରାଜକୁମାର ଭୁବି ଉଭୟଙ୍କ ଭିତରେ ଚାଲିଛି ଜବରଦସ୍ତ ଫଇଟ । ଭାରତୀୟ କ୍ରକେଟ ଦଳର ଏହି ଦୁଇ ପ୍ରମୁଖ ଖେଳାଳୀ ଆଜି ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ହାତରେ ଅସ୍ତ୍ର ଥିଲା ରିମୋଟ । ପ୍ଲେ ଷ୍ଟେସନରେ ଏ ଦୁଇ ଜଣଙ୍କ ମଧ୍ୟରେ ଘମାଘୋଟ ଟକ୍କରର ଏକ ଫଟୋ ଶେୟର କରିଛି ବିସିସିଆଇ । କ୍ୟାପ୍ସନରେ ରହିଛି “ଏହି ମ୍ୟାଚ କିଏ ଜିତୁଛି, ଶିଖର ଧୱନ ନା ଭୁବନେଶ୍ୱର କୁମାର?

Related posts

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

Odisha Sports Bureau

ଚେନ୍ନାଇରେ ବିଜୟ ଉତ୍ସବ ପାଳିବେ ଶ୍ରୀନିବାସନ୍

ଭାରତ ୧୩ ଟି ଦିନିକିଆ ମ୍ୟାଚ୍ ଖେଳିବ

Odisha Sports Bureau