Hockey

ହକି ପୁରୁଷ ବିଶ୍ଵକପ୍: ଭୁବନେଶ୍ୱରରେ ନେଦରଲାଣ୍ଡ ଟିମ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନେଦାରଲ୍ୟାଣ୍ଡ ହକି ଟିମ | ପ୍ରଥମ ବିଦେଶୀ ଟିମ ଭାବେ ଟିମ ଭୁବନେଶ୍ୱର ରେ ପହଁଚିଲା ନେଦରଲ୍ୟାଣ୍ଡ | ୨୦୧୮ ବିଶ୍ୱକପ ସଂସ୍କରଣର ରୌପ୍ୟ ବିଜେତା ଥିଲା ନେଦରଲାଣ୍ଡ | ଟିମରେ ଅଛନ୍ତି ଅଧିନାୟକ ଥିଏରି ବ୍ରିଙ୍କମାନ ଏବଂ ମୁଖ୍ୟ ପ୍ରଶିକ୍ଷକ ଜେରୋନ୍ ଡେଲ୍‌ମି ରହିଛନ୍ତି । ୩ ଥରେ ଏହି ବିଶ୍ବବିଜେତା ପୁଲ୍ ସି’ରେ ମାଲେସିଆ, ନ୍ୟୁଜିଲାଣ୍ଡ ଓ ଚିଲି ସହ ରହିଛି । ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ମ୍ୟାଚ ଖେଳିବ |

Related posts

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

Odisha Sports Bureau

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

ଓଡିଶାକୁ ଫେରିଲା HOCKEY

Odisha Sports Bureau