Cricket

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

(ଦିଲ୍ଲୀ) : ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲିଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ । ମୁମ୍ୱାଇର ବାନ୍ଦ୍ରାରେ ବିନୋଦ କାମ୍ୱଲି ନିଶାଗ୍ରସ୍ତ ହୋଇ ଡ୍ରାଇଭିଂ କରୁଥିବା ବେଳେ ଏକ କାର୍‌କୁ ଧକ୍କା ଦେଇଥିଲେ। ଏହାପରେ ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସୂଚନାନୁଯାୟୀ , ୫୦ ବର୍ଷିୟ ବିନୋଦ କାମ୍ୱଲି ମଦ୍ୟପାନ କରି ଗାଡ଼ି ଚଲାଉ ଥିଲେ। ତାଙ୍କ ବିରୋଧରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବିକ ନିଶାରେ ସେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ବାନ୍ଦ୍ରା ପୁଲିସ୍‌ ଷ୍ଟେସନ ଏହା ପରେ ବିନୋଦ କାମ୍ୱଲିଙ୍କୁ ଗିରଫ କରିନେଇଥିଲେ । ହେଲେ ପରେ ବିନୋଦ କାମ୍ୱଲିଙ୍କୁ ବେଲ୍‌ ମିଳି ଯାଇଛି।

Related posts

ରୋହିତ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜୋରିମନା ଦେବେ

Odisha Sports Bureau

ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ,ଅରେଞ୍ଜ କ୍ୟାପ ଅଧିକାରୀ

Odisha Sports Bureau

ପଞ୍ଜାବ ପାଇଁ ଭାରି ପଡିବେ ଗିଲଙ୍କ ନୂଆ କୋଚ