Swimming

ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ ପ୍ରତ୍ୟାଶା

ଭୁବନେଶ୍ୱର : ଥାଇଲାଣ୍ଡରେ ହେଇଥିବା ଓପନ୍ ସନ୍ତରଣ ପ୍ରତିଯେଗିତାରେ ସିଲଭର ଜିତିଛନ୍ତି ଓଡ଼ିଆ ଝିଅ ପ୍ରତ୍ୟାଶା । ଏହା ଭାରତ ଓ ଓଡିଶା ପାଇଁ ଅତ୍ୟନ୍ତ ଗର୍ବର କଥା ।ଶୁକ୍ରବାର ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ୩୧.୭୩ ସେକେଣ୍ଡ ସମୟରେ ରେସ୍ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ମାହି ସ୍ବେତରାଜ (୩୨.୨୨ ସେକେଣ୍ଡ) ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲା ବେଳେ ଥାଇଲାଣ୍ଡର ସାଓଭାନି (୨୯.୨୬ ସେକେଣ୍ଡ)ଙ୍କୁ ସ୍ବର୍ଣ୍ଣିମ ସଫଳତା ମିଳିଥିଲା।
ପ୍ରତ୍ୟାଶା ଜିତିବା ପରେ ତାଙ୍କୁ ଡିପାଟମେଣ୍ଟଣ୍ଟ ଅଫ ସ୍ପୋର୍ଟସ୍ ଏଣ୍ଡ ୟୁଉଥ ସରଭିସ ଓଡିଶା ସରକାର ଅଫିସିଆଲ ସାଇଡରେ ସେୟାର କରିଛନ୍ତି । ଏହି ପୋଷ୍ଟ ପରେ ପ୍ରତ୍ୟାଶାଙ୍କୁ ସବୁ ଆଡୁ ଶୁବେଚ୍ଛା ବାର୍ତ୍ତା ଆସିଛି ।

Related posts

୫୦ ମିଟର ବେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଦିବ୍ୟା ଏବଂ ଖାଡେ

Odisha Sports Bureau

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇପାରେ ଭାରତୀୟ ସନ୍ତରଣକାରୀ ଶିବିର

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା

Odisha Sports Bureau