Uncategorized

କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଦେଶର ସର୍ବଣ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଖୋଲା ହେଇଛି । ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି। ଦର୍ଶକ କ୍ଷମତା ୪୦୦ ବିଶିଷ୍ଟ ରହିଛି। ଜିମ୍ନାଷ୍ଟିକ ସେଣ୍ଟର କାର୍ୟ୍ୟ ସମ୍ପୂର୍ଣ ଶେଷ ହୋବ । ଆସନ୍ତା ମାସ ମେ’ ସାସ ୫ଓ ୬ ତାରିକରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିୟନସିପ ପାଇଁ ଟ୍ରାଏଲ ହେବ। ଦେଶର ବଛାବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ। ଏହି ଜିମ୍ନାଷ୍ଟିକ ସେଣ୍ଟର ଓ Hpc ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତି କରାଯାଇଛି। ଏହି ଟ୍ରାଏଲରେ ୧୫୦ ରୂ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗ ଦେବେ। ସେହିପରି Hpc  ପ୍ରୋଗ୍ରାମ ଡିରେକଟର ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି। ଏ ନେେଇ ଜିମ୍ନାଷ୍ଟିକ ସେଣ୍ଟର କୋଚ ପ୍ରଦୀପ ସାହୁ କହିଛନ୍ତି।

Related posts

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଆଣିଲେ ପ୍ରତ୍ୟାଶା

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟ

Odisha Sports Bureau