Uncategorized

କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଦେଶର ସର୍ବଣ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଖୋଲା ହେଇଛି । ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି। ଦର୍ଶକ କ୍ଷମତା ୪୦୦ ବିଶିଷ୍ଟ ରହିଛି। ଜିମ୍ନାଷ୍ଟିକ ସେଣ୍ଟର କାର୍ୟ୍ୟ ସମ୍ପୂର୍ଣ ଶେଷ ହୋବ । ଆସନ୍ତା ମାସ ମେ’ ସାସ ୫ଓ ୬ ତାରିକରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିୟନସିପ ପାଇଁ ଟ୍ରାଏଲ ହେବ। ଦେଶର ବଛାବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ। ଏହି ଜିମ୍ନାଷ୍ଟିକ ସେଣ୍ଟର ଓ Hpc ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତି କରାଯାଇଛି। ଏହି ଟ୍ରାଏଲରେ ୧୫୦ ରୂ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗ ଦେବେ। ସେହିପରି Hpc  ପ୍ରୋଗ୍ରାମ ଡିରେକଟର ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି। ଏ ନେେଇ ଜିମ୍ନାଷ୍ଟିକ ସେଣ୍ଟର କୋଚ ପ୍ରଦୀପ ସାହୁ କହିଛନ୍ତି।

Related posts

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

Odisha Sports Bureau

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ