Javelin Throw

ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ

ବ୍ୟୁରୋ: ଏସୀୟ କ୍ରୀଡାରେ ଇତିହାସ ରଚିଲେ ଓଡିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୁରେ  ଚାଲିଥିବା  ଏସୀୟ କ୍ରୀଡାରେ ବଡ ସଫଳତା ଆଣିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ୱର୍ଣ୍ଣ  ଓ ରୌପ୍ୟ  ପଦକ ହାତେଇଛି ଭାରତ । ଭାରତର ଷ୍ଟାର ଖେଳାଳି ନୀରୋଜ ଚୋପ୍ରା ଜାଭେଲିନକୁ  ୮୮.୮୮ ମିଟର  ଦୂର ଫିଙ୍ଗି  ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଓଡିଆ ପୁଅ କିଶୋର ଜେନା ୮୭.୫୪ ମିଟର  ଜାଭେଲିନ ଫିଙ୍ଗି ରୌପ୍ୟ ପଦକ  ହାସଲ କରିଛନ୍ତି  ।

Related posts

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

Odisha Sports Bureau

ନୀରଜଙ୍କ ଟୋକିଓ ଟୁ ପ୍ୟାରିସ ଯାତ୍ରା, ଦୁଇ ଅଲମ୍ପିକ୍ସ ମଧ୍ୟରେ ନୀରଜ ପାଲଟିଲେ ଭାରତର ସବୁଠୁ ବଡ଼ ଆଥଲେଟ

Odisha Sports Bureau

ଇତିହାସ ରଚିଛନ୍ତି ନୀରଜ ଚୋପ୍ରା