Cricket

ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସ

ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସ । ଦୁଇଟି ଯାକ ଟିମରେ ଦମଦାର ଖେଳାଳି ରହିଛନ୍ତି । ପଞ୍ଜାବ ପ୍ରଥମ ଟାଇଟଲ ହାସଲ ଅପେକ୍ଷାରେ ରହିଥିବା ବେଳେ କୋଲକତା ୨ ଥର ଟାଇଟଲ ହାସଲ କରିସାରିଛି । ତେବେ ଆଜି ୩.୩୦ ମିନିଟରେ ଖେଳାଯିଚ ଏହି ମ୍ୟାଚ । ଦୁଇଟି ଯାକ ଟିମର ନୂଆ ଅଧିନାୟକ ମ୍ୟାଚ୍ ଖେଳିବେ । ଶିଖର ଧଓ୍ଵନ ପଞ୍ଜାବ କିଙ୍ଗସ ଦ୍ୱାୟିତ୍ୱ ନେଇଥିବା ବେଳେ କୋଲକତାର ଦାୟିତ୍ୱ ନିତିଶ ରାଣା ନେଇଛନ୍ତି ।

 

Related posts

ଭାରତକୁ ହରାଇ ୩-୦ ରେ ସିରିଜ ପୋଛି ନେଲା ନ୍ୟୁଜିଲାଣ୍ଡ

Odisha Sports Bureau

ଆଇପିଏଲ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

Odisha Sports Bureau

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର