Cricket

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି

ନୂଆ ଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍‌ଙ୍କୁ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ ହୋଇଛନ୍ତି। ୧୮ ଜଣିଆ ଟେଷ୍ଟ ଟିମ୍‌ ଘୋଷଣା କରିଛି ବିସିସିଆଇ । ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉଇକେଟ ରକ୍ଷକ, ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍‌, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ (ଉଇକେଟ କିପର), ୱାଶିଂଟନ ସୁନ୍ଦରମ, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।

Related posts

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

Odisha Sports Bureau

ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇ

Odisha Sports Bureau