Cricket

ଆଇପିଏଲର ହାଇଲାଇଟ ମୁଭମେଣ୍ଟ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଲୋକଙ୍କ ମନକୁ ଖୁବ ଆକୃଷ୍ଟ ହେଉଛି । ଆଇପିଏଲକୁ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଏହି ଇଣ୍ଡିଆନ ପ୍ରିମିୟମ ଲିଗକୁ ଲୋକ ଖୁବ ପସନ୍ଦ କରୁଛନ୍ତ । ସେଥିପାଇଁ ତ ସଂନ୍ଧ୍ୟା ହେଲେ ଟିଭ ହେଉ କି ମୋବାଇଲ ଦର୍ଶକ ଚାତକ ଭଳି ଅନେଇ ବସୁଛନ୍ତି । ମ୍ୟାଚରେ ବହୁ ସମୟରେ କିଛି କିଛି ଏପରି ମୁଭମେଣ୍ଟ ଦେଖାଯାଏ ଯାହାକୁ ଦର୍ଶକ ମାନେ ଦେଖି ଆନନ୍ଦ ହେବା ସହ ସେହି ମୋମେଣ୍ଟକୁ ଭଳ ଭାବରେ ଏଞ୍ଜୟ ମଧ୍ୟ କରନ୍ତି । କହିବାକୁ ଗଲେ ଏବେ ଦର୍ଶକଙ୍କୁ ଆଇପିଏଲ ଫିଭର ହୋଇଛି । ତେବେ ଆସନ୍ତୁ ଜାଣିବା ଚଳିତ ଆଇପିଏଲର କିଛିି ହାଇଲାଇଟ ମୁଭମେଣ୍ଟ ।
ରିଙ୍କୁ ସିଂହ ଗୁଜୁରାଟ ଟାଇସନ୍ସ ବିପକ୍ଷରେ ଯେତେବେଳେ ଗୋଟେ ଓଭରରେ ୫ଟି ବଲରେ ୫ଟି ଛକା ମାରିଥିଲେ । ଏହା ଦେଥି ଲୋକେ ତାଙ୍କ ଫ୍ୟାନ ମାନେ ଖୁବ ଖୁସି ହୋଇଥିଲେ ।
ରିସବ ପନ୍ଥ ଆକ୍ସିଡେ ହୋବାପରେ ପ୍ରଥମ ଥର ଆଇପିଏଲରେ ଖେଳ ଦେଖିବାକୁ ଆସିଥିଲେ । ତାଙ୍କୁ ଦେଖି ଆଇପିଏଲ କ୍ୟାମେରାମ୍ୟାନ ତାଙ୍କ ଉପରେ ବାରବାର କ୍ୟାମେରା ପକାଉଥିଲେ । ଏହା ଦେଖି ତାଙ୍କ ଫ୍ୟାନ ମାନେ ଖୁସି ହୋଇଥିଲେ ।
ଆପଗାନିସ୍ଥାନ କ୍ରିକେଟର ରସିଦ ଖାନ ଯେତେବେଳେ କେଲକାତା ନାଇଟ ରାଇଡର ବିପକ୍ଷରେ ଖେଳୁଥିଲେ ତାଙ୍କୁ ହଠାତ ହାର୍ଟଆଟାର୍କ ଆସିଥିଲା ।
ଅର୍ଜୁନ ତେନ୍ଦୁଲ କର ଯେତେବେଳେ ହାଇଦ୍ରାବାଦ ବିପକ୍ଷରେ ବୋଲିଙ୍ଗ କରି ୱଇକେଟ ନେଇଥିଲେ ସେତେବେଳେ ତାଙ୍କୁ ସମସ୍ତେ ଖୁବ ପ୍ରଶଂଷା କରିଛନ୍ତି । ତା ପରେ ତାଙ୍କୁ ସମସ୍ତେ ପ୍ରସଂଶା କରିଥିିଲେ ।
କେହୋଲି ଓ ଗାଙ୍ଗୁଲି ମଧ୍ୟରେ ଚାଲିଥିବା କୋଲ୍ଡ ୱାର । ବ୍ୟାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ ହୋଇଥିବା ମ୍ୟାଚପରେ ବିରାଟ ଓ ଗାଙ୍ଗୁଲ ପରସ୍ପର ସହ ହାତ ମେଳାଇ ନଥିଲେ । ,ହା ଦେଥି ଫ୍ୟାନ ମାନେ ପରସ୍ପ ମଧ୍ୟରେ ଗଣ ମଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ତାଙ୍କ ଭିତରେ କୋଲ୍ଡ ୱାର ହେଉଛି ବୋଧେ ।
ଧୋନି ବିରାଟ ପୁଣି ଥରେ ମ୍ୟାଚ ଖେଳିବାର ଦେଖିବାକୁ ମିଲିଥିଲା । ନିଜ ନିଜ ବିପକ୍ଷରେ ଖେଳି ମଧ୍ୟ ମ୍ୟାଚରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ଦେଥିବାକୁ ମିଳିଥିଲା । ଏହିସବୁ ମୁଭମେଣ୍ଟ ଦେଖି ତାଙ୍କ ଫ୍ୟାନମାନେ ଦେଖି ଖୁସି ହୋଇଥିଲେ ।

Related posts

ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ତାରକା ଖେଳାଳିଙ୍କ ଛୁଟି ସ୍ଥିର

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସକୁ ୩୫ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ

ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ

Odisha Sports Bureau