Cricket

ନିଜ ସୁସ୍ଥ ହେବା ସମ୍ପର୍କରେ କହିଲେ ୠଷବ

ୠଷବ ପନ୍ତ ଅଣ୍ଟର -୧୬ ଏନସିଏ (NCA) ବେଙ୍ଗାଲୁରୁରେ ପିଲାଙ୍କ ସହ ତାଙ୍କ ସୁସ୍ଥ ହେବା ସମ୍ପର୍କରେ କଥାବାତର୍ତ୍ତା ଓ ପିଲଙ୍କୁ ଖେଳ ପ୍ରତି ଉପଦେଶ ଦେବା ବେଳେର ଫୋଟ ବିସିସିଆଇ ସେୟାର କରିଛନ୍ତି ।ଏହି ଫୋଟଟି ଜଣା ପଡୁଛି ଋଷଭ ପନ୍ତ ଠିକ ହେବାକୁ ଲାଗିଛନ୍ତି । ଋଷଭ ପନ୍ତଙ୍କ ୩୦ ଡିସେମ୍ବର ୨୦୨୨ରେ ତାଙ୍କର ଭୟଙ୍କର ଦୁର୍ଘଟଣା ହୋଇଥିଲା । ଋଷଭ ହେଉଛନ୍ତି ଭାରତୀୟ କ୍ରିକେଟର ଜଣେ ଭଲ ୱିକେଟ କିପର ଓ ବ୍ୟାଟ୍ସମ୍ୟାନ । ତାଙ୍କର ଆକ୍ସିଡେଣ୍ଟକାରଣରୁ ଏବେ ଖେଳରୁ ବିରତି ନେଇଛନ୍ତି ।
ଋଷଭ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଥିଲେ । ୨୦୨୨ ଟେଷ୍ଟ ଓ ୱାନଡେ ଖେଳିଛନ୍ତିା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଚମ୍ପିଅନସିପରେ ସେ ଖେଳିଛନ୍ତି । ନିକଟରେ ପନ୍ତ ଏକ ପେଷ୍ଟ ସେୟାର କରିଥିଲେ ଯେଉଁଠାରେ ଦେଥିବାକୁ ମିଳିଥିଲା ଯେ ପନ୍ଥ ତାଙ୍କୁ ଆଉ ଚାଲିବାକୁ ସାହାଜ୍ୟ ଆବଶ୍ୟକ ପଡୁନାହିଁ ।
ସେମବାର ଦିନ ଋଷଭଙ୍କୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀକୁ ଯାଇଥିଲେ ଦିଲ୍ଲୀ କ୍ୟାପିଟାଲର ମ୍ୟାଚ ପରିଦର୍ଶନ କରିଥିଲେ ଏବଂ ମଙ୍ଗଳବାର ଦିନ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) କହିଛି ଯେ ଜାତୀୟ କ୍ରିକେଟ୍ ଏକାଡେମୀରେ ଉପସ୍ଥିତ ଅଣ୍ଡର -୧୬ ଖେଳାଳିଙ୍କ ସହ ପନ୍ତ ଯୋଗାଯୋଗ କରିଛନ୍ତି। (NCA) ବେଙ୍ଗାଲୁରୁରେ ।

Related posts

ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା ଦୀନେଶ କାର୍ତ୍ତିକଙ୍କ ଲଭ୍ ଲାଇଫ

୬୬ ବର୍ଷ ବୟସରେ ବୁଲବୁଲ ସାହାଙ୍କୁ ବିବାହ କଲେ ଅରୁଣ ଲାଲ୍

‘ଫାଦର୍ ଅଫ୍ କ୍ରିକେଟ’ : ପଡିଆକୁ ଓହ୍ଲାଇବା ମାନେ ଟିକେଟ୍ର ଦାମ୍ ଡବଲ୍ ହୋଇଯାଉଥିଲା

Odisha Sports Bureau