Cricket

WTC ଖେଳିବେ ଇଶାନ କିଶାନ୍

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଇଶାନ କିଶାନ୍ ଖେଳିବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ(WTC)ଫାଇନାଲ । କେଏଲ ରହୁଳଙ୍କ ବଦଳରେ ଇସାନ କିସାନ ଖେଳିବେ WTC ଏହାର ନିର୍ଣ୍ଣୟ ନେିଛନ୍ତି ଅଲ ଇଣ୍ଡିଆ ସିନିଅର କମିଟି ଦ୍ୱାରା । ଜୁନ ୭ରୁ ୧୧ ଯାଏ ଏହି ମ୍ୟାଚ ଓଭାଲରେ ଖେଳାଯିବ ।

କେ ଏଲ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚର ଫିଲ୍ଡିଂ ବେଳେ କେ ଏଲ ରାହୁଲଙ୍କ ଡାହାଣ ଜଂଘରେ ଆଘାତ ଲାଗିଥିଲା । ଫାଫ୍ ଡୁ ପ୍ଲେସିସ୍ ଏକ୍ସଟ୍ରା କଭରରେ ଖେଳିଥିବା ସଟକୁ ରାହୁଲ ରୋକିବାକୁ ଉଦ୍ୟମ କରିଥିବା ବେଳେ ଆହତ ହୋଇଥିଲେ। ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍ ପଡିଛନ୍ତି କେଏଲ ରାହୁଲ । ଏନେଇ କେ ଏଲ ରହୁଲ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି । ପୋଷ୍ଟରେ କହିଛନ୍ତି “ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ଣ୍ଣୟ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ।

Related posts

ବିରାଟଙ୍କ ଯୋଗୁଁ ମ୍ୟାଚ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି..

Odisha Sports Bureau

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau

ଏସିଆ କପ୍ ୨୦୨୩ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

Odisha Sports Bureau