Cricket

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ୍ । ପ୍ରଥମ ଥର ପାଇଁ ରୋହିତ-ବିରାଟଙ୍କ ବିନା ଟି୨୦ ବିଶ୍ୱକପ୍ ଖେଳିବ ଟିମ୍ । ତଥାପି ଭାରତର ପଲ୍ଲା ଭାରି ଥିବା କହିଛନ୍ତି, ପୂର୍ବତନ ଅଧିନାୟକ ତଥା କ୍ରିକେଟର୍ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଯେ, ବରୁଣ ଚକ୍ରବର୍ତ୍ତୀ ଫିଟ୍ ହେଲେ ଦଳ ସ୍ପିନରେ ପାୱାରଫୁଲ ହୋଇଯିବ । ଆହୁରି ଅନେକ ଷ୍ଟାର୍ ବ୍ୟାଟର ଦଳରେ ରହିଛନ୍ତି । ଆଉ ଏ କଥା ମଧ୍ୟ କହିଛନ୍ତି କି, ଭାରତୀୟ ପିଚରେ ଭାରତକୁ ହରାଇବା ସହଜ ନୁହେଁ ।

Related posts

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

Odisha Sports Bureau

ରିବାଟ କୋହଲିଙ୍କୁ ରୌପ୍ୟ ବ୍ୟାଟ୍ ଉପହାର କଲେ ଶ୍ରୀଲଙ୍କା ଖେଳାଳି

Odisha Sports Bureau

ଶୁବମନ ଗିଲ୍ କରୁଛନ୍ତି କ୍ୟାଚିଂ ଅଭ୍ୟାସ

Odisha Sports Bureau