Uncategorized

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ

ଭୁବନେଶ୍ୱର:ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଆନ୍ତ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ । ୨୦୨୩ ରେ ଗତକାଲି ସନ୍ଧ୍ୟାରେ ଦୁର୍ଭାଗ୍ୟଜନକ ଅବସ୍ଥାରେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ ଅବତରଣ କରିବା ସମୟରେ ଗୋଡ ମୋଡ଼ି ହୋଇଯିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଜି ସକାଳେ ଅସ୍ତ୍ରୋପଚାର କରାଯିବ।କ୍ରୀଡା ଏବଂ ଯୁବ ସେବା ବିଭାଗ ନିଶ୍ଚିତ କରୁଛି ଯେ ଭୁବନେଶ୍ୱରରେ ତାଙ୍କର ସର୍ବୋତ୍ତମ ଚିକିତ୍ସା ଅଛି ଏବଂ ଶୀଘ୍ର ସୁସ୍ଥ ହୋଇଯିବେ। କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ।

Related posts

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଖେଳାଳି କଶିକା ମିଶ୍ର

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

Odisha Sports Bureau