More Sports

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ଭୁବନେଶ୍ୱର:  କିଟ୍ ବିଶ୍ବବିଦ୍ୟାଳୟ ଛାତ୍ର ପ୍ରବୀଣ କୁମାର ମଙ୍ଗଳବାର ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍ (ଟି-୪୪/୬୪) ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ସହିତ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ରୀଡ଼ା କୋଟାରେ କିଟରେ ସ୍ନାତକୋତ୍ତର ପଢ଼ୁଥିବା ପ୍ରବୀଣଙ୍କୁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ପ୍ରତିଯୋଗିତା ଲାଗି ଶୁଭେଚ୍ଛା ଜଣାଇଛନ୍ତି ।

Related posts

ପ୍ରୋ କବାଡୀ ୨୦୧୮: ଦିଲ୍ଲୀର ଘରେ ବିଜୟରୁ ଆରମ୍ଭ, ଜୟପୁୁର ୪୮-୩୫ ଅଙ୍କରେ ପରାଜିତ

Odisha Sports Bureau

ଟୋକିଓ ଅଲିମ୍ପିକ୍ସ: ଏହି ପାଞ୍ଚ ଜଣ ଆଥଲେଟଙ୍କଠାରୁ ପଦକ ଆଶା କରାଯାଉଛି

Odisha Sports Bureau

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

Odisha Sports Bureau