Badminton

କମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁ

କମନୱେଲଥ ଗେମରୁ ବଦ ପଡିଛନ୍ତି ପିଭି ସିନ୍ଧୁ । ଅନ୍ୟପଟେ କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଲକ୍ଷ ସେନ ଜାପାନର କେଣ୍ଟା ନିଶିମୋଟୋଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଛନ୍ତି । ଅକାନେ ୟାମାଗୁଚିଙ୍କ ସହ ସିନ୍ଧୁ ଗେମ୍ସ ଖେଳୁଥିବାବେଳେ ପରାସ୍ତ ହୋଇଛନ୍ତି ।
ଦୁଇଥର ଅଳମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ମହିଳା ଏକକ ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କ ଠାରୁ ୧୪-୨୧ ଓ ୧୪-୨୧ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଜାପାନର ୧୧ତମ ର୍ୟାଙ୍କିଙ୍ଗରେ ଥିବା ଖେଳାଳୀଙ୍କୁ ଲକ୍ଷ ସେନ ୨୧-୧୭ ୨୧-୧୪ରେ ପରାସ୍ତ କରି ଦ୍ୱିତୀୟ ସୁପର ୫୦୦ ଫାଇନାଲରେ ପ୍ରବେଶ କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ BWF ଫାଇନାଲ ହେବ ।

Related posts

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହେଲେ ସାନିଆ

Odisha Sports Bureau

ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ