Cricket

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

ବ୍ୟୁରୋ : କ୍ରକେଟରୁ ୫ ଦିନ ପୂର୍ବେ ସନ୍ୟାସ ନେଇଥିବା କ୍ରିକେଟର ମନୋଜ ତିୱାରୀ ନିଜ ନିଷ୍ପତି ବଦଳାଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ମନୋଜ ଏବେ ବେଙ୍ଗଲ ପାଇଁ ଖେଳିବାକୁ ଚାହୁଁଛନ୍ତି । ବେଙ୍ଗଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ତାଙ୍କୁ ଖେଳ ଜାରି ରଖିବା ନିମନ୍ତେ ଅନୁରୋଧ କରିଛନ୍ତି । ଗତ ବର୍ଷ ତାଙ୍କ ନେତୃତ୍ୱରେ ରଣଜି ଟ୍ରଫି ଖେଳି ବେଙ୍ଗଲ ଟିମ ରନର ଅପରେ ଥିଲେ । ତେବେ ଏନେଇ ଆଧିକାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ମନୋଜ ନିଜେ ପ୍ରେସ ମିଟରେ ସୂଚନା ଦେବେ ବୋଲି ଜଣାପଡିଛି । ବର୍ତ୍ତମାନ ମମତା ସରକାରରେ କ୍ରୀଡାମନ୍ତ୍ରୀ ଅଛନ୍ତି ମନୋଜ ତିୱାରୀ।

Related posts

ଯଶ୍ୱସୀଙ୍କ ବ୍ୟାଟିଂ କୋଚ ହେଲେ ବିରାଟ

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ