Wrestling

ରେସଲରଙ୍କ ସମର୍ଥରେ ନୀରଜ ଓ ସାନିଆ

ଦିଲ୍ଲୀ:ଗତ କିଛି ଦିନ ହେଲା ଅଲମ୍ପିକ ସଂଘର କୁସ୍ତିଯେଦ୍ଧାମାନେ ଦିଲ୍ଲୀର ଜନତର ମନତରରେ ଧାରଣାରେ ବସିଛନ୍ତି । କୁସ୍ତିଯେଦ୍ଧା ଉପରେ ବର୍ଷିଛନ୍ତି ଆଇଓଏ ସଭାପତି ପ୍ରିତି ଉସା । ନକାରାତ୍ମକ ପ୍ରଚାର ଦେଶ ପାଇଁ ଆଦୌ ଭଲ ନୁହେଁ ବୋଲି ଉଷା କହିଛନ୍ତି । ଏବେ ରେସଲର ମାନଙ୍କ ସମର୍ଥନରେ ବାହାରିଛନ୍ତି ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା । ନୀରଜ ହେଉଛନ୍ତି ଜ୍ୟାବଲିଙ୍ଗ ଥ୍ରୋ ରେ ଅଲମ୍ପିକରେ ଗେଲ୍ଡ ହାସଲ କରିଥିଲେ । ସେ ରେସଲର ମାନଙ୍କ ଧାରଣାକୁ ନେଇ ଟୁଇଟରରେ ଳେଖିଛନ୍ତି ‘ମତେ ବହୁତ ଦୁଖଃ ଲାଗୁଛି ରେସଲର ମାନଙ୍କୁ ନ୍ୟାୟ ପାଇଁ ରାସ୍ତାରେ ବସିବାର ଦେଖି । ସେମାନେ ବହୁତ କଠିନ ପରିଶ୍ରମ କରି ବିଶ୍ୱରେ ଆଗରେ ଆମ ଦେଶକୁ ଉପସ୍ଥିକ କରନ୍ତି ।ତେଣୁ ଆମ ଦେଶର ମଧ୍ୟ କର୍ତ୍ତବ୍ୟ ରହୁଚି କିପରି ସେମାନଙ୍କୁ ସୁରକ୍ଷା ଦେବା ସେ ରେସଲର ହୁଅନ୍ତୁ କି ଆଉ କିଏ ।ଯାହା ହୋଇଛି ଏହା କେବେ ହେବା କଥା ନୁହେଁ ।ସେ ଆହୁରି ଲେଖିଛନ୍ତି ଏହା ଏକ ‘ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ,ଏହି ପ୍ରସଙ୍ଗକୁ ନେଇ ସ୍ୱଚ୍ଛତାର ସହିତ କାର୍ଯ୍ୟକାରୀ ହେବା ଦରକାର ।ଯେଉଁଅଥରେଟି ମାନେ ଅଛନ୍ତି ସେମାନେ ଶିଘ୍ର ଏହାର କାର୍ଯ୍ୟନୁଷ୍ଠାନ କରନ୍ତୁ’ ।ସେହିପରି ଭାରତକୁ ୧୯୮୩ରେ କ୍ରିକେଟ ବିଶ୍ୱକୁ ଜିତାଇଥିବା କପିଲ ଦେବ କହିଛନ୍ତି ତାଙ୍କ ଶଣ୍ଟାଗ୍ରାମ ଷ୍ଟୋରୀ ରେ ରେସଲର ମାନଙ୍କଜ ଫୋଟ ଦେଇ କ୍ୟାପସନରେ ଲେଖିଛନ୍ତି ସେମାନଙ୍କୁ ନ୍ୟାୟ ମିଳିଲା ? । ସେହିପରି ଟେନିସ ଖେଳାଳୀ ସାନିଆ ମିର୍ଜା ତାଙ୍କ ଟୁଇଟରରେ ଲେଖିଛନ୍ତି ‘ଜଣେ ଖେଳାଳୀ ହେବା ସହ ଜଣେ ମହିଲା ମଧ୍ୟ ଏହିସବୁ ଦେଖିବାକୁ ବହୁତ କଷ୍ଟ ଲାଗୁଛି । ଆମ ଦେଶକୁ ସେମାନେ ଯେତେବେଳେ ଆମ ଦେଶ ପାଇଁ ପଦକ ଆଣିଛନ୍ତି ଏବଂ ଆମେ ସମସ୍ତେ ସେମାନଙ୍କ ସହ ସେଲିବେଟ୍ର କରୁଛୁ.. ଯଦି ଆପଣ ତାହା କରିଥିବେ ତେବେ ବର୍ତ୍ତମାନ ସେମାନଙ୍କ ସହିତ ଠିଆ ହେବାର ସମୟ ଆସିଛି ଜ୍ଝ କଷ୍ଟକର ସମୟ ମଧ୍ୟ .. ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଏବଂ ଗମ୍ଭୀର ଅଭିଯୋଗ ଜ୍ଝ ମୁଁ ଆଶା କରେ ସତ୍ୟ ଯାହା ନ୍ୟାୟ ପ୍ରଦାନ କରାଯାଏ .. ଶୀଘ୍ର ନୁହେଁ ।
ଏହିପରି ଭାବରେ ରେସଲରମାନଙ୍କ ସମର୍ଥନରେ ବହାରିଛନ୍ତ ଅନ୍ୟ ଖେଳାଳୀ ମାନେ ।

Related posts

ବିବାଦର ସମାଧାନ ନହେବା ଯାଏ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ ସାକ୍ଷୀ ମଲ୍ଲିକ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau

ରେସଲର ସପକ୍ଷରେ କେଜ୍ରିୱାଲ

Odisha Sports Bureau