Cricket

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

ବେଙ୍ଗାଲୁରୁ:ବେଙ୍ଗରଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁ ମୁହିଁ ହୋଇଛନ୍ତି ନ୍ୟୁଜଲ୍ୟାଣ୍ଡକୁ ଶ୍ରୀଲଙ୍କା । କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ। ବିପକ୍ଷରେ ଶ୍ରୀଲଙ୍କା ଟିମ ବ୍ୟାଟିଙ୍ଗ କରୁଛି ।
ସୂଚନା ଅନୁଯାଇ ୭ ଓଭରରେ ୩ଟି ୱିକେଟ ଯାଇଥିବା ବେଳେ ୬୧ ରନ ସଂଗ୍ର୍ରହ କରିଥିବା ଦେଖିବାକୁ ମିଳୁଛି ।  ‘ଟସ୍’ ଜିଣିବା ପରେ ନିଉଜିଲାଣ୍ଡ୍ ଟିମ୍ର ଅଧିନାୟକ କେନ୍ ୱିଲିୟମ୍ସନ୍ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍ କରିବୁ। ପାଗ ପାଇଁ ଆଶଙ୍କା ଉପୁଜୁଛି। ଖେଳରେ ଆମେ କିଛି ଜିଣିଛୁ କିଛି ହରାଇଛୁ। ସେମିତି ଅନ୍ୟ ଟିମ୍ମାନଙ୍କର ବି ହାରଜିତ ହୋଇଛି। ଏ ସ୍ଥାନରେ ଉପନୀତ ହୋଇ ଆମ ସମ୍ମୁଖରେ ଥିବା ଆହ୍ବାନକୁ ମୁକାବିଲା କରିବା ଉପରେ ଧ୍ୟାନ ଦେବୁ।
ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍ କହିଛନ୍ତି, ଆମେ ବୋଲିଙ୍ଗ୍ କରିବୁ ବୋଲି ଭାବିଥିଲୁ। ଦୁର୍ଭାଗ୍ୟକୁ ଆମକୁ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ପଡୁଛି। ଆଜିର ଖେଳ ବଡ଼ ଗୁରୁତ୍ବପୂର୍ଣ୍ଣ। ପ୍ରାରମ୍ଭରୁ ଭଲ ଖେଳିଲେ ବିଜୟୀ ହେବୁ।

Related posts

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ