Wrestling

କମନ ୱେଲଥ ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବରଙ୍କୁ ସ୍ୱର୍ଣ୍ଣ ପଦକ

ନୋଏଡା ଠାରେ ଅନୁଷ୍ଠିତ ହୋଇଥିଲା କମନ ୱେଲଥ ଗେମ । ଏହି ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ Snatch – ୫୨ କିଲୋଗ୍ରାମ, Clean ଏବଂ jerk –  ୬୪ କିଲୋଗ୍ରାମ ଓ ମୋଟ ୧୧୬ କିଲେଗ୍ରାମ ଭାର ଉତ୍ତେଳନ କରିଥିିଲେ ।

Related posts

ବ୍ରିଜଭୂଷଣଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍

Odisha Sports Bureau

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

Odisha Sports Bureau

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା