Hockey

ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ

ଭୁବନେଶ୍ୱର:ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ। ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶା ଦଳ ହାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଖାଲ୍‌ସା ହକି ଏକାଡେମୀ ଅମୃତସର ଓ ଦ୍ବିତୀୟରେ ଏଚ୍‌ଆଇଏମ୍‌ ହକି ଏକାଡେମୀକୁ ହରାଇବା ପରେ ରବିବାର ଓଡ଼ିଶା ଦଳ ୩-୧ ଗୋଲ୍‌ରେ ହାର୍‌ ହକି ଏକାଡେମୀକୁ ମାତ୍‌ ଦେଇଥିଲା।

Related posts

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

Odisha Sports Bureau

ଆଜି ଓହ୍ଲାଇବ ଅଷ୍ଟ୍ରେଲିଆ

Odisha Sports Bureau

ହକି ଇଣ୍ଡିଆ : 33 ଖେଳାଳିଙ୍କ ନାମ ଘୋଷଣା