Tennis

ମାଲେସିଆ ଓପନ୍,ସୁଙ୍ଗ୍ ଜିହ୍ୟୁନଙ୍କ ଠାରୁ ପରାସ୍ତ ହେଲେ ସିନ୍ଧୁ

(ଓଡ଼ିଶାସ୍ପୋର୍ଟ) : ଆଜି ମାଲେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍ ଭାରତୀୟ ଶଟ୍ଲର ପି.ଭି. ସିନ୍ଧୁ ଚାଲିଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ସିନ୍ଧୁ ୧୮-୨୧, ୭-୨୧ ସିଧାସଳଖ ଗେମ୍ରେ ଦକ୍ଷିଣକୋରିଆର ସୁଙ୍ଗ୍ ଜିହ୍ୟୁନ ଙ୍କନିକଟରୁ ହାରିଯାଇଛନ୍ତି। ପୂର୍ବରୁ ପ୍ରଥମ ରାଉଣ୍ଡରେ ସିନ୍ଧୁ ୨୨-୨୦, ୨୧-୧୨ ରେଜାପାନର ଆୟାଓ ହୋରିଙ୍କୁ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ମହିଳା ଖେଳାଳି ସାଇନାନେହ୍ବାଲ ପ୍ରଥମ ରାଉଣ୍ଡରେ ହାରି ପୂର୍ବରୁ ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି।

Related posts

କତର ଓପନ୍ ଫାଇନାଲରେ ପେତ୍ରା

Odisha Sports Bureau

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

Odisha Sports Bureau

ଚାର୍ଲସଟନ ଓପନ: କ୍ୱାଟର ଫାଇନାଲରେ ଭୋଜନିକି ଏବଂ ମାରିଆ ଲଢେଇ