Wrestling

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

ପୂଜା ଧଣ୍ଡା ଚତୁର୍ଥ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଗୁରୁବାର ସେ ୫୭କେଜି ଶ୍ରେଣୀର ଏକ ମୁକାବିଲାରେ ୨୦୧୭ ୟୁରୋପିଆନ ଚାମ୍ପିୟନ ଗ୍ରେସ୍‌ ଜାକବ ବୁଲେନଙ୍କୁ ୧୦-୭ରେ ପରାସ୍ତ କରି ଏହି ସଫଳ ତା ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ରେ ଭାରତର ଏହା ହେଉଛି ଦ୍ୱିତୀୟ ପଦକ। ପୂର୍ବରୁ ବଜରଙ୍ଗ ପୁନିଆ ୬୫କେଜି ଶ୍ରେଣୀରେ ପୁରୁଷ ଫ୍ରିଷ୍ଟାଇଲ କାଟେଗୋରିରେ ଏକ ରୌପ୍ୟ ପଦକ ଲାଭ କରିଛନ୍ତି।

Related posts

ୟୁନାଇଟେଡ ୱାର୍ଲ୍ଡ ରେସଲିଂର ଚେତାବନୀ; ୪୫ ଦିନ ଭିତରେ ନିର୍ବାଚନ ନ କଲେ ଭାରତୀୟ କୁସ୍ତି ସଂଘକୁ ସସପେଣ୍ଡ

ଫେବ୍ରୁଆରି ୧୮ରୁ ଏସୀୟ କୁସ୍ତି ପ୍ରତିଯୋଗିତା

Odisha Sports Bureau

ମହିଳା ପହିଲିବାନ୍ ବିନେଶ ଫୋଗାଟ ଇତିହାସ ରଚିଲେ

Odisha Sports Bureau