Badminton

ମାଙ୍କ ସହ ୟୁନିଭର୍ସାଲ ଥିମ ପାର୍କରେ ଖୁସିର ମୁହୁର୍ତ୍ତ କାଟୁଛନ୍ତି ସାଇନା

ଭାରତୀୟ ବ୍ୟାଟମିଣ୍ଟନର ଅନ୍ୟତମ ସଫଳ ତାରକା ହେଉଛନ୍ତି ସାଇନା ନେହୱାଲ । ମା ଉଷାଙ୍କ ସହ ସାଇନା ୟୁନିଭର୍ସାଲ ଷ୍ଟୁଡିଓ ପରିଦର୍ତ୍ତନ କରିଛନ୍ତି । ଏହି ଯାତ୍ରାର ଫଟୋରେ ମା’ଙ୍କ ସହ ୟୁନିଭର୍ସାଲ ଥିମ ପାର୍କରେ ଖୁସିର ମୁହୁର୍ତ୍ତ କାଟୁଛନ୍ତି । ହଲିଉଡ୍‌ର ଲୋକପ୍ରିୟ ୟୁନିଭର୍ସାଲ୍‌ ଥିମ୍‌ ପାର୍କରେ ସାଇନା ବିଭିନ୍ନ ଆକର୍ଷଣୀୟ ରାଇଡ୍‌ ଓ ମନୋରଞ୍ଜନ କାର୍ୟ୍ୟକ୍ରମର ମଜା ନେଇଥିଲେ। ବିଶେଷକରି ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ୍‌’ ରାଇଡ୍‌ ତାଙ୍କ ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା।

Related posts

ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

Odisha Sports Bureau

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ