Accounting

ଭାରତର ଐତିହାସିକ ବିଜୟକୁ ନେଇ ବାଲୁକାକୃତିରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ/ ସଞ୍ଜୟ ମହାପାତ୍ର: ଏସିଆନ ଗେମ୍ସରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଏସିଆନ ଗେମ୍ସରେ ଏଥର “ଇସ୍ ବାର୍ ୧୦୦ ପାର୍”ର ଯେଉଁ ସ୍ଲୋଗାନ ଥିଲା ତାହା ବେଶ୍ ସଫଳ ହୋଇଛି। ଭାରତ ଶହେ ଟପି ୧୦୭ଟି ପଦକ ହାସଲ କରିଛି। ସେଥିରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ରହିଛି। ତେବେ ଭାରତର ଏଭଳି ଐତିହାସିକ ବିଜୟକୁ ନେଇ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକାକୃତି ଜରୀଆରେ ସମଗ୍ର ଟିମକୁ ଶୁଭକାମନା ଜଣାଇଛନ୍ତି। ତେବେ ଆଥଲେଟ୍ ମାନେ ଯେଭଳି ଇତିହାସ ରଚିଛନ୍ତି ତାହା ପ୍ରତିଟି ଭାରତୀୟଙ୍କ ଲାଗି ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ସୁଦର୍ଶନ।

Related posts

ଅଲମ୍ପିକ ବିଜେତାଙ୍କୁ କ୍ରୀଡାମନ୍ତ୍ରୀଙ୍କ ପୁରସ୍କାର

Odisha Sports Bureau