Cricket

ବାଇକ ପରେ ଡଙ୍ଗାରେ ବୁଲିଲେ ଏମଏସ ଧୋନି ; ଭାଇରାଲ ହେଲା ଭିଡିଓ

ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ କ୍ରିକେଟ ଟିମରୁ ସନ୍ନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧୋନିଙ୍କ ଲୁକ୍‌ ହେଉ ଅବା ବାଇକ୍‌ କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଧୋନିଙ୍କ ବାଇକ୍‌ ସଉକ ନେଇ ଅନେକ ଭିଡିଓ ଭାଇରଲ ହୋଇଛି । ଆଉ ଏବେ ପୁଣି ଏକ ନୂଆ ଭିଡିଓ ଭାଇରଲ ହେବାରେ ଚାଲିଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଧୋନି ନିଜ ହାତରେ ହେଲମେଟ ଧରି ଯାଉଥିବା ବେଳେ ତାଙ୍କ ସହିତ ଫଟୋ ନେବା ପାଇଁ ସମସ୍ତେ ତାଙ୍କ ପଛରେ ଯାଉଛନ୍ତି । କିନ୍ତୁ ତାଙ୍କ ସିକ୍ୟୁରିଟି କାହାକୁ ବି ଦେଖା କରିବାକୁ ସୁଯୋଗ ଦେଉନାହାନ୍ତି । ଏହାପରେ ଧୋନି ବାଇକରେ ବସି ଚାଲିଯାଉଛନ୍ତି । ଏହି ସମୟରେ ଧୋନିଙ୍କ ନୂଆ ଲୁକ୍‌ ମଧ୍ୟ ଦେଖିବାକୁ ମିଳିଛି ।ବାଇକରେ ଧୋନି ବୁଲିବା ପରେ ଧୋନି ପୁଣି ଡଙ୍ଗାରେ ବସି ବୁଲୁଥିବାର ନଜର ଆସିଥିଲେ ।

Related posts

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

Odisha Sports Bureau

ଧୋନିଙ୍କଠାରୁ ମ୍ୟାଚ୍ ଜିତିବାର କୌଶଳ ଶିଖିଛନ୍ତି ରିଙ୍କୁ ସିଂ; ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ କଣ କହିଛନ୍ତି ଶୁଣନ୍ତୁ?

Odisha Sports Bureau

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau