Cricket

ଶିଖରଙ୍କ ନୂଆ ରେକର୍ଡ ବର୍ଷା

ବ୍ୟୁରୋ : ପଞ୍ଜାବର ଦମଦାର ଓପନର ବ୍ୟାଟ୍ସମ୍ୟାନ ଶିଖରଙ୍କ ନାମରେ ଗତ କାଲିj ୩ଟି ନୂଆ ରେକର୍ଡ ସ୍ଥାପନ ହୋଇଛି । ଚଳିତ ସିଜିନରେ ଶିଖର ୨୦୦ଟି ମ୍ୟାଚ ଖେଳିବାର ରେକର୍ଡ ସ୍ଥାପନ କରିଛନ୍ତି । କାଲି ଚେନ୍ନାଇ ବିପକ୍ଷ ମ୍ୟାଚରେ ଆଇପିଏଲର୨୦୦ତମ ମ୍ୟାଚ ଖେଳିଥିଲେ । ଏହା ବାଦ ସେ କାଲି ୬ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି । ଦ୍ୱିତୀୟ ଖେଳାଳି ଭାବରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ବିରାଟ କୋହଲି ୬ହଜାର ରନ ପୂରଣ କରିସାରିଛନ୍ତି । ଏହା ବାଦ ସେ ମ୍ୟାଚରେ ୧୧ ରନ କରିବା କ୍ଷଣି ଟି ଟ୍ୱେଣ୍ଟି କ୍ରିକେଟରେ ୯ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ।ପୂର୍ବରୁ ଏହି କ୍ଲବରେ ବିରାଟ କୋହଲି ଓ ହୋହିତ ଶର୍ମା ସାମିଲ ହୋଇଛନ୍ତି । ବିରାଟ, ରୋହିତ ଉଭୟ ଟି ଟ୍ୱେଣ୍ଟି ଫର୍ମାଟରେ ୧୦ହଜାର ରନ ପୂରଣ କରିଛନ୍ତି ।

 

Related posts

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau

୪ ମାସ ହେବ ଦରମା ନମିଳିବାରୁ ପିସିବିକୁ ଧମକ ଦେଲେ ପାକିସ୍ତାନ ଖେଳାଳି; ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

Odisha Sports Bureau

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

Odisha Sports Bureau